୧୦ଜଣିଆ କମିଟି କରିବେ ରତ୍ନଭଣ୍ଡାର ଯାଞ୍ଚ:ହେବନି ଭିଡିଓଗ୍ରାଫି

୩ ଥାକିଆ ଯାଞ୍ଚ ବ୍ୟବସ୍ଥା ମିଳିତ ରିପୋର୍ଟ ପ୍ରସ୍ତୁତ ହେବ ପରବର୍ତୀ ସମୟରେ ଚୂଡ଼ାନ୍ତ ହେବ ତାରିଖ ପୁରୀ : ରତ୍ନଭଣ୍ଡାର ଯାଞ୍ଚ ନେଇ ଆଜି ୧୦ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କିମ୍ବା ତାଙ୍କ ପ୍ରତିନିଧି, ଭଣ୍ଡାର ମେକାପ, ପାଟ୍ଟଯୋଶୀ ମହାପାତ୍ର, ଦେଉଳ କରଣ ଓ ତଢ଼ଉକରଣଙ୍କ ସମେତ ଏଏସ୍‌ଆଇ, କୋର କମିଟି ଓ ହାଇକୋର୍ଟଙ୍କ ପ୍ରତିନିଧି ରହିଛନ୍ତି। ଏହି କମିଟି ରତ୍ନଭଣ୍ଡାର … Continue reading ୧୦ଜଣିଆ କମିଟି କରିବେ ରତ୍ନଭଣ୍ଡାର ଯାଞ୍ଚ:ହେବନି ଭିଡିଓଗ୍ରାଫି